ଜଡ଼ୋପାସକ Jaṟḍ̠opāsaka

  • ସଂ. ବିଣ. ପୁଂ. (ଜଡ଼+ଉପାସକ; ଉପପଦ ତତ୍ପୁରୁଷ) — ଜଡ଼ ପ୍ରକୃତିକୁ ଯେ ପୂଜା କରେ — Worshipper of Nature