ଜଡ଼ିବା Jaṟḍ̠ibā

  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ମିଶିବା; ସଂଲଗ୍ନ ହେବା; ଲାଗିରହିବା — To be attached to; to mix with; to stick to
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଚାଟୁଗିରେ ଆଶ୍ୱାସି ଜରତୀ ବହିର୍ଦାସୀମାନଙ୍କ ଅଙ୍କସ୍ଥଳେ ଜଡ଼ିଲି ରେ— କବିସୂର୍ଯ୍ୟ ସଙ୍ଗୀତ।
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଜାବୁଡ଼ି କରି ଧରିବା — To cling to
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ସମସ୍ତେ ବେଢ଼ି ଧରି ଜଡ଼ି ଗୁଡ଼କୁ ଯେସନେ ପିମ୍ପୁଡ଼ି—ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଲିପ୍ତ ହେବା; ଆସକ୍ତ ହେବା — To be addicted to
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଯେ ହରିଭାବେ ଥାନ୍ତି ଜଡ଼ି ତାଙ୍କ କୀବନ ଦୂରେ ଏଡ଼ି—ଜଗନ୍ନାଥ, ଭାଗବତ।
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — କାରୁକାର୍ଯ୍ୟରେ ମଣ୍ଡିତ କରିବା; ଖଚିତ କରିବା — To inlay or set with gems etc
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଆଲିଙ୍ଗନ କରିବା — To embrace
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଭିନ୍ନ ସଖୀ ଦେହେ ସ୍ନେହେ ଜଡ଼ିବାର। କବିସୂର୍ଯ୍ୟ—ସଂଗୀତ।
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ଏକତ୍ରିତ ହେବା; ଗୋଟା ହେବା ସଂହତ ହେବା — To cohere; to stick together
  • ଦେ. କ୍ରି. (ସଂ. ଜଟ୍ ଧାତୁ=ଏକତ୍ର ହେବା) — ବିସ୍ତ ରୋଦନ ଲୁହ ପଡ଼ି ଭୂମିରେ ଯେତେ ରେଣୁ ଜଡ଼ି। ଜଗନ୍ନାଥ ଭାଗବତ।
  • ପ୍ରାଦେ. (ସମ୍ବଲପୁର) କ୍ରି — ଟାଙ୍ଗଣାଦ୍ୱାରା ସୁନା ବା ଧାତୁର ଏକ ଖଣ୍ଡ ଅନ୍ଯ ଖଣ୍ଡ ସଙ୍ଗେ ସଂଶ୍ଳିଷ୍ଟ ହେବା; ଝାଳି ହେବା — (one bit of metal) To be soldered to (another bit)