ଜୀବପତି Jība-pati

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଜୀବ=ଜୀବିତ ଅଟେ ପତି ଯାହାର) — ଅହ୍ୟ; ଜୀବିତଭର୍ତ୍ତୃକା; ଯେଉଁ ସ୍ତ୍ରୀର ସ୍ୱାମୀ ବଞ୍ଚି ଅଛି — (a woman) Whose husband is still living
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଜୀବ+ପତି) — ଧର୍ମରାଜ; ଯମ — To God of death