ଜୀବନ୍ତୀ Jībantī
- ସଂ. ବି. — ଶାକଲତାବିଶେଷ — A kind of creeping herb; Celtis Orientalis
- ସଂ. ବି. — [ଦ୍ର—ଏହାର ପତ୍ର ଔଷଧରେ ଲାଗେ; ଏଥିର ଡାଙ୍ଗରୁ ଦୁଧପରି ରସ ବାହାରେ। ଫଳ ପେନ୍ଥା ପେନ୍ଥା ହୁଏ। ଏହା 3 ପ୍ରକାର, ବୃହଜ୍ଜୀବନ୍ତୀ, ପୀତଜୀବନ୍ତୀ ଓ ତିକ୍ତଜୀବନ୍ତୀ। ଏହା ରକ୍ତପିତ୍ତ, ବାତ, କ୍ଷୟ, ଦାହ, ଜ୍ୱର ଓ ତ୍ରିଦୋଷ ନାଶ କରେ, ବୀର୍ଯ୍ୟ ବୃଦ୍ଧି କରେ, ଚକ୍ଷୁର ହିତ କରେ, ଭୂତ ବିଦ୍ରାବଣ କରେ, ରସ ବନ୍ଧନ କରେ, ସ୍ୱରଶୁଦ୍ଧି ଓ ବଳବୃଦ୍ଧି କରେ, ପ୍ରମେହ, ଚକ୍ଷୁ ଓ ପାଦର ଜ୍ୱାଳା, କୃମି ଓ କୁଷ୍ଠ ନିବାରଣ କରେ; ଏଥିର ମୂଳ ଓ ପତ୍ରର ବିଭିନ୍ନ ପ୍ରୟୋଗଦ୍ୱାରା ବହୁମୁତ୍ର, ମେହ, କାସ, ଶ୍ୱାସ, ଶୁକ୍ର—ଦୌର୍ବଲ୍ୟ, ରାତ୍ରାନ୍ଧତା, ବିଷ— ଦୋଷ ଓ ମୁଖରୋଗ ଆରୋଗ୍ୟ ହୁଏ। — [ଦ୍ର—ଏହାର ପତ୍ର ଔଷଧରେ ଲାଗେ; ଏଥିର ଡାଙ୍ଗରୁ ଦୁଧପରି ରସ ବାହାରେ ଫଳ ପେନ୍ଥା ପେନ୍ଥା ହୁଏ ଏହା3ପ୍ରକାର, ବୃହଜ୍ଜୀବନ୍ତୀ, ପୀତଜୀବନ୍ତୀ ଓ ତିକ୍ତଜୀବନ୍ତୀ ଏହା ରକ୍ତପିତ୍ତ, ବାତ, କ୍ଷୟ, ଦାହ, ଜ୍ୱର ଓ ତ୍ରିଦୋଷ ନାଶ କରେ, ବୀର୍ଯ୍ୟ ବୃଦ୍ଧି କରେ, ଚକ୍ଷୁର ହିତ କରେ, ଭୂତ ବିଦ୍ରାବଣ କରେ, ରସ ବନ୍ଧନ କରେ, ସ୍ୱରଶୁଦ୍ଧି ଓ ବଳବୃଦ୍ଧି କରେ, ପ୍ରମେହ, ଚକ୍ଷୁ ଓ ପାଦର ଜ୍ୱାଳା, କୃମି ଓ କୁଷ୍ଠ ନିବାରଣ କରେ; ଏଥିର ମୂଳ ଓ ପତ୍ରର ବିଭିନ୍ନ ପ୍ରୟୋଗଦ୍ୱାରା ବହୁମୁତ୍ର, ମେହ, କାସ, ଶ୍ୱାସ, ଶୁକ୍ର—ଦୌର୍ବଲ୍ୟ, ରାତ୍ରାନ୍ଧତା, ବିଷ— ଦୋଷ ଓ ମୁଖରୋଗ ଆରୋଗ୍ୟ ହୁଏ
- ସଂ. ବି. — ଏକପ୍ରକାର ଲତା (ଏଥିର ଫୁଲରେ ମକରନ୍ଦ ଥାଏ) (ହି. ଶବ୍ଦସାଗର) — A kind of creeper with flowers containing honey
- ସଂ. ବି. — ଗୁଜୁରାଟ ଅଞ୍ଚଳରେ ଜାତ ଏକପ୍ରକାର ହଳଦିଆ ହରିଡ଼ା — A kind of yellow myrobalan found in Gujerat
- ସଂ. ବି. — ଜୀବନ୍ତିକା (ଦେଖ) — Jībantikā (See)