ଜୀବନ୍ୟାସ Jība-nyāsa
- ସଂ. ବି. ( 6 ଷ୍ଠୀ ତତ୍ ଜୀବ+ନ୍ୟାସ) — ଦେହରେ ପ୍ରାଣ ପ୍ରତିଷ୍ଠା — Revival of life
- ସଂ. ବି. ( 6 ଷ୍ଠୀ ତତ୍ ଜୀବ+ନ୍ୟାସ) — ମୃତ ବା ନିର୍ଜୀବ ଦେହରେ ପ୍ରାଣ ଦେବା — Breathing of life into the dead or inanimate
- ସଂ. ବି. ( 6 ଷ୍ଠୀ ତତ୍ ଜୀବ+ନ୍ୟାସ) — ନିର୍ଜୀବ କାଷ୍ଠ ପିତୁଳୀ ଜୀବନ୍ୟାସ ହେବ, ନିଃଶଦ୍ଦ ଶଦ୍ଦ ଭେଦିଲେ ବଚନ କହିବ। ପ୍ରାଚୀ; ବ୍ରହ୍ମନିରୂପଣ ଗୀତା।
- ସଂ. ବି. ( 6 ଷ୍ଠୀ ତତ୍ ଜୀବ+ନ୍ୟାସ) — ମଲାଜୀବକୁ ବଞ୍ଚାଇବା — Restoration to life
- ସଂ. ବି. ( 6 ଷ୍ଠୀ ତତ୍ ଜୀବ+ନ୍ୟାସ) — ଦେବତା ଆଦିଙ୍କ ପ୍ରତିମାରେ ମନ୍ତ୍ରାଦିଦ୍ୱାରା କାଳ୍ପନିକ ପ୍ରାଣ ପ୍ରିତିଷ୍ଠିତ କରାଇବା — Giving of life to an idol; animating an image by means of mantras
- ସଂ. ବି. ( 6 ଷ୍ଠୀ ତତ୍ ଜୀବ+ନ୍ୟାସ) — ପ୍ରାଣପ୍ରତିଷ୍ଠାର ମନ୍ତ୍ର — The esoteric formulas used in consecrating an image