ଜୀବବଧ Jība-badha

  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ବଧ) — ପ୍ରାଣିହତ୍ୟା; ପ୍ରାଣୀକୁ ମାରି ପକାଇବା — Taking of life; killing of animals
  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ବଧ) — ପ୍ରାଣିହତ୍ୟାଜନିତ ପାପ ବା ଅପରାଧ — The sin or offence of killing an animal