ଜିତିବା Jitibā

  • ଦେ. କ୍ରି. (ସଂ. ଜି ଧାତୁ) — ଜିଣିବା; ଜୟଲାଭ କରିବା — To win; to gain victory
  • ଦେ. କ୍ରି. (ସଂ. ଜି ଧାତୁ) — ତୁହି ଯେ ଅଜିତ ସ୍ୱଭାବେ ରକତ ତୋତେ ଜିତେ ଭାବେ। ଜଗନ୍ନାଥ, ଭାଗବତ।
  • ଦେ. କ୍ରି. (ସଂ. ଜି ଧାତୁ) — ପରାସ୍ତ କରିବା — To conquer; to overcome
  • ଦେ. କ୍ରି. (ସଂ. ଜି ଧାତୁ) — ଟପିବା; ବଳିଯିବା; ଅତିକ୍ରମ କରିବା — To surpass; to exceed
  • ଦେ. କ୍ରି. (ସଂ. ଜି ଧାତୁ) — (ଯଥା—ଭାରତରେ ବର୍ତ୍ତମାନ ଆଇନ୍ ଅନୁଯାୟୀ ବାଳିକା 12 ବର୍ଷରୁ ଜିତିଲେ ସହବାସ ପାଇଁ ସମ୍ମତି ଦେଇ ପାରେ—ଉତ୍କଳସେବକ।) — (ଯଥା—ଭାରତରେ ବର୍ତ୍ତମାନ ଆଇନ୍ ଅନୁଯାୟୀ ବାଳିକା12ବର୍ଷରୁ ଜିତିଲେ ସହବାସ ପାଇଁ ସମ୍ମତି ଦେଇ ପାରେ—ଉତ୍କଳସେବକ)
  • ଦେ. କ୍ରି. (ସଂ. ଜି ଧାତୁ) — ଅମୁକଠାରୁ ଉତ୍କୃଷ୍ଟ ହେବା — To excel