ଜିତାଷ୍ଟମୀ Jitāshṭamī
- ସଂ. ବି. ସ୍ତ୍ରୀ — ଆଶ୍ୱିନମାସର କୃଷ୍ଣପକ୍ଷ ଅଷ୍ଟମୀ; ଜୀମୂତାଷ୍ଟମୀ; ଦୁତିବାହନ ପୂଜା — The 8th day of the dark fortnight of the month of Āṡwina
- ସଂ. ବି. ସ୍ତ୍ରୀ — [ଦ୍ର—ଏ ଦିନ ଶରତ୍କାଳୀନ ଦୁର୍ଗୋତ୍ସବ ଆରମ୍ଭ ହୁଏ; ଦୁତିବାହନ ବା ଜୀମୂତବାହନ ପୂଜା ମଧ୍ୟ ହୁଏ। ଏହାର ଅନ୍ଯ ନାମ ମୂଳାଷ୍ଟମୀ। ଏଦିନ ପୁତ୍ରବତୀ କାମିନୀମାନେ ସନ୍ତାନଙ୍କ ମଙ୍ଗଳ କାମନାରେ ଗଳାରେ ରାକ୍ଷୀ ବାନ୍ଧନ୍ତି।]