ଜିତ୍ Jit
- ସଂ. ବିଣ. (ଜି ଧାତୁ+କର୍ତ୍ତୃ. କ୍ୱିପ୍) — ଯେ ଜୟ କରି ଥାଏ — Victorious; one who has vanquished another
- ସଂ. ବିଣ. (ଜି ଧାତୁ+କର୍ତ୍ତୃ. କ୍ୱିପ୍) — [ଦ୍ର—ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ; ଯଥା— ଶତ୍ରୁଜିତ୍, ଇନ୍ଦ୍ରଜିତ୍, ବିଶ୍ୱଜିତ୍;
- ଦେ. ବି. — ଜୟ; ଜୟଲାଭ — Victory; winning
- ଦେ. ବି. — [ଯଥା—ହାର୍ଜିତ୍ କାହାରିକୁ ଛାଡ଼ି ନାହିଁ।]