ଜିତାମିତ୍ର Jitāmitra

  • ସଂ. ବିଣ. ପୁଂ. (ବହୁବ୍ରୀହି; ଜିତ+ଅମ୍ରିତ) — ଜିତଶତ୍ରୁ; ଯେ ଶତ୍ରୁକୁ ପରାଜୟ କରିଅଛି — One who has subdued his enemies
  • ସଂ. ବିଣ. ପୁଂ. (ବହୁବ୍ରୀହି; ଜିତ+ଅମ୍ରିତ) — ବିଷ୍ଣୁ — The God Bishṇu