ଜିତାହାର Jitāhāra

  • ସଂ. ବିଣ. ପୁଂ. (ବହୁବ୍ରୀହି; ଜିତ+ଆହାର) — ଖାଦ୍ୟବିଷୟରେ ମିତାଚାରୀ; ସଂଯତାହାରୀ — Abstinent; abstemious
  • ସଂ. ବିଣ. ପୁଂ. (ବହୁବ୍ରୀହି; ଜିତ+ଆହାର) — ଯେ କ୍ଷୁଧାକୁ ଜୟ କରିଅଛି — Of subdued appetite