ଜାରୁଲ୍ Jārul
- ଦେ. ବି — ଆସାମ, ଚଟ୍ଟଗ୍ରାମ ଓ ବ୍ରହ୍ମଦେଶରେ ଜାତ ପ୍ରସିଦ୍ଧ କାଠଗଛ — A kind of timber tree; Toon wood; Larger Stroemina Flosreginae
- ଦେ. ବି — [ଦ୍ର— ଏହା ଧାତକ୍ୟାଦି ବର୍ଗର ପୁଷ୍ପତରୁବିଶେଷ; ଏହାର ଫୁଲ ବଡ଼ବଡ଼ ଓ ପ୍ରାୟ 3 ଆଙ୍ଗୁଳ ଚଉଡ଼ା। ଏ କାଠ କଲିକତାରେ ମିଳେ। ଏହା ବଡ଼ ଟାଣ। ଏଥିରେ ଚଉକି, ଆଲମାରି, ମେଜ ଇତ୍ୟାଦି ଗୃହୋପକରଣ, କଡ଼ିକାଠ ଓ ବରଗା ହୁଏ।] — [ଦ୍ର— ଏହା ଧାତକ୍ୟାଦି ବର୍ଗର ପୁଷ୍ପତରୁବିଶେଷ; ଏହାର ଫୁଲ ବଡ଼ବଡ଼ ଓ ପ୍ରାୟ3ଆଙ୍ଗୁଳ ଚଉଡ଼ା ଏ କାଠ କଲିକତାରେ ମିଳେ ଏହା ବଡ଼ ଟାଣ ଏଥିରେ ଚଉକି, ଆଲମାରି, ମେଜ ଇତ୍ୟାଦି ଗୃହୋପକରଣ, କଡ଼ିକାଠ ଓ ବରଗା ହୁଏ]