ଜାରିତ Jārita

  • ସଂ. ବିଣ. (ଜୃ ଧାତୁ ଣିଚ୍+ କର୍ମ. ତ) — ଶୋଧିତ; ମାରିତ; ଆୟୁର୍ବେଦୋକ୍ତ ବିଧିରେ ଭସ୍ମୀକୃତ (ଧାନ୍ୱାଦି) — Refined; oxidised