ଜାଲ ପକାଇବା Jāla pakāibā

  • ଦେ. କ୍ରି — ମାଛ ଧରିବାପାଇଁ ପୋଖରୀ ଆଦି ଜଳାଶୟରେ ଜାଲ ବିସ୍ତାର କରିବା — To cast nets for fishing
  • ଦେ. କ୍ରି — (ଲକ୍ଷଣାର୍ଥ) ଅନିଶ୍ଚିତ ବସ୍ତୁ ମିଳିବା ଉଦ୍ଦେଶ୍ୟରେ ଉଦ୍ୟମ କରିବା — (figurative) To try to secure an uncertain thing