ଜଳମାର୍ଗ Jaḻa-mārga

  • ସଂ. ବି — ( 6 ଷ୍ଠୀ ତତ୍; ଜଳମାର୍ଗ)—ଜଳ ବୋହିଯିବା ବାଟ; ପାଣିବାହାରିଯିବାର ନଳା — (6ଷ୍ଠୀ ତତ୍; ଜଳମାର୍ଗ)—ଜଳ ବୋହିଯିବା ବାଟ; ପାଣିବାହାରିଯିବାର ନଳା—. Water-course; water-channel or drain
  • ସଂ. ବି — ( 7 ମୀ ତତ୍) ଜଳପଥ; ସମୁଦ୍ର ଓ ନଦୀଆଦିଦ୍ୱାରା ଯିବା ଆସିବା ପଥ — (7ମୀ ତତ୍) ଜଳପଥ; ସମୁଦ୍ର ଓ ନଦୀଆଦିଦ୍ୱାରା ଯିବା ଆସିବା ପଥ—. Passage by water; voyage