ଜଳମନ୍ଦିର Jaḻa-mandira

  • ସଂ. ବି. ( 7 ମୀ ତତ୍; ଜଳ+ମନ୍ଦିର) — ଗ୍ରୀଷ୍ମ କାଳରେ ଶାନ୍ତି ଓ ଶୀତଳତା ଲାଭ ନିମନ୍ତେ ନିର୍ମିତ ହୋଇ ଥିବା ଚତୁର୍ଦ୍ଦିଗରେ ଜଳବେଷ୍ଟିତ ଗୃହ ବା ମଣ୍ଡପ — A summer-house surrounded by water