ଜଳମାନୁଷ Jaḻa-manusha
- ସଂ. ବି. (ମ. ପ. ଲୋ; ଜଳ+ମାନୁଷ) — ଏକ କଳ୍ପିତ ଜଳଜନ୍ତୁ, ଯାହା ଦେହର ନାଭି ଠାରୁ ଉପରି— ଭାଗ ମନୁଷ୍ୟ ପରିଓ ତଳ ଅଂଶ ମାଛ ପରି (ହି. ଶବ୍ଦସାଗର) — A nymph said to have the upper half of the body resembling human limbs and the lower half resembling a fish; water-nymph