ଜଳଯନ୍ତ୍ର ଗୃହ Jaḻa-j̄antra gruha
- ସଂ. ବି — ଜଳଟୁଙ୍ଗୀ — A pleasure-house in the midst of water
- ସଂ. ବି — ଜଳର ଫୁଆରାଯୁକ୍ତ ଗୃହ — A house with dancing jets of water in it for summer use
- ସଂ. ବି — ଚାରିପାଖେ ଜଳ ବେଢ଼ିଥିବା ଆରାମ ଗୃହ — A house surrounded with water
- ସଂ. ବି — [ଦ୍ର—ଖରାଦିନେ ଏ ଘରେ ରହିଲେ ଥଣ୍ଡା ଲାଗେ।]