ଜଳଯନ୍ତ୍ର Jaḻaj̄antra

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ପାଣି ଉଠାଇବା ଯନ୍ତ୍ର — A machine for lifting water
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ପାଣିଦ୍ୱାରା ଚାଳିତ ଯନ୍ତ୍ର — Water-engine; water-mill
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ଜଳଘଡ଼ି; ଜଳଦ୍ୱାରା ନିୟତ୍ରିତ ଘଡ଼ି — Water-clock; a clepsydra
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ଜଳ ଛାଣିବାର ଯନ୍ତ୍ର — A filter
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ପିଚିକାରୀ — Syringe
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ବହଇ ଦକ୍ଷିଣ ପବନ ଛାଡ଼ିଲେ ଜଳଯନ୍ତ୍ରମାନ—ଭୂପତି, ପ୍ରେମପଞ୍ଚାମୃତ।
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଯନ୍ତ୍ର) — ଜଳଦ୍ୱାରା ଚାଳିତ ପାଣିର ଫୁଆରା — Mechanically contrived jets or springs of water
  • ଦେ. ବି — ଖଟ ବା ସିନ୍ଧୁକ ଇତ୍ୟାଦି ଉପରକୁ ପିମ୍ପୁଡ଼ି ଓ ଜନ୍ଦା ଉଠି ନ ପାରିବେ ଏଥିପାଇଁ ଚାରି ଗୋଡ଼ ତଳେ ଦିଆ ଯାଇଥିବା ଜଳପୂର୍ଣ୍ଣ ପଥରକୁଣ୍ଡୀ — Stone saucers full of water on which the posts of bedsteads and safes etc are put to prevent ants from infesting them