ଜଳଗର୍ଭ Jaḻa-garbha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଜଳ+ଗର୍ଭ) — ଜଳପୂର୍ଣ୍ଣ — Full of water; having water in it
  • ଦେ. ବି. (ନାମ) — ବୁଦ୍ଧଦେବଙ୍କ ପ୍ରଧାନ ଶିଷ୍ୟ ଆନନ୍ଦଙ୍କର ପୂର୍ବଜନ୍ମର ନାମ — The name of the Buddha's chief disciple Ānanda in his previous existence