ଜଳକ୍ରିୟା Jaḻa-kriyā
- ସଂ. ବି. (ମ. ପ. ଲୋ; ଜଳସାଧ୍ୟ କ୍ରିୟା) — ପିତୃଗଣଙ୍କ ଉବ୍ଦେଶ୍ୟର ଜଳସାଧ୍ୟ ତର୍ପଣ ରୂପ କାର୍ଯ୍ୟ; ଜଳତର୍ପଣ — Oblation of water to the manes
- ସଂ. ବି. (ମ. ପ. ଲୋ; ଜଳସାଧ୍ୟ କ୍ରିୟା) — ତାହାଙ୍କ ଜଳକ୍ରିୟା କରିବାକୁ ନୃପ, ମନ୍ତ୍ରୀଙ୍କି ରାଜ୍ୟ ଦେଇ କରିଗଲେ ତପ। କୃଷ୍ଣସିଂହ, ମହାଭାରତ, ବନ।