ଜଳଘାଟ Jaḻa-ghāṭa

  • ଦେ. ବି. (ଜଳ+ଘଟ) — ଜଳଶୟାଦିର ଯେଉଁଠାକୁ ଲୋକେ ଗାଧୋଇବାକୁ ବା ପାଣି ଆଣିବାକୁ ଯାନ୍ତି — The place frequented by people who go to bathe in or fetch water from a river or tank