ଜଳଚର Jaḻa-chara

  • ସଂ. ବିଣ. ପୁଂ. (ଉପପଦ ତତ୍ପୁରୁଷ; ଜଳ+ଚର୍ ଧାତୁ+କର୍ତ୍ତୃ. ଅ) — ଯେଉଁ ପ୍ରାଣୀ ଜଳରେ ବିଚରଣ କରେ — Aquatic (animal); living in water
  • ସଂ. ବିଣ. ପୁଂ. (ଉପପଦ ତତ୍ପୁରୁଷ; ଜଳ+ଚର୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଯେଉଁମାନେ ସ୍ଥଳରେ ବିଚରଣ କରନ୍ତି, ସେମାନେ ସ୍ଥଳଚର; ଯେଉଁମାନେ ଜଳ ଓ ସ୍ଥଳ ଉଭୟରେ ବିଚରଣ କରନ୍ତି; ସେମାନେ ଉଭୟଚର।]
  • ବି — ଜଳଜନ୍ତୁ — Aquatic animal (birds and fishes)