ଜଳଙ୍ଗ Jaḻaṅga

  • ଦେ. ବି. — ଏକପ୍ରକାର କାତି ନଥିବା ସୁଖାଦ୍ୟ ବଡ଼ ମାଛ — A kind of big fish without scale
  • ଦେ. ବି. — [ଦ୍ର—ଏ ମାଛର ଆକାର ବାଳିଆମାଛ ପରି ଓ ଏହା ମଧୁର ପାଣିରେ ରହେ; ଲମ୍ବରେ ଏହା 1 ୳ ହାତ ପର୍ଯ୍ୟନ୍ତ ବଢ଼େ।] — [ଦ୍ର—ଏ ମାଛର ଆକାର ବାଳିଆମାଛ ପରି ଓ ଏହା ମଧୁର ପାଣିରେ ରହେ; ଲମ୍ବରେ ଏହା1୳ ହାତ ପର୍ଯ୍ୟନ୍ତ ବଢ଼େ]
  • ସଂ. ବି. — ମହାକାଳ ଲତା (ହି. ଶବ୍ଦସାଗର) — Name of a creeper