ଜରନାଶନ Jara-nāṡana
- ଦେ. ବି (ସଂ. ଜ୍ୱର+ନାଶନ) — ଉଚ୍ଚ ବୃକ୍ଷବିଶେଷ — Eucalyptus; Acacia Auricaulae Formis (Haines)
- ଦେ. ବି (ସଂ. ଜ୍ୱର+ନାଶନ) — [ଦ୍ର—ଏହାର ପତ୍ର ଲେମ୍ବୁ ପତ୍ର ପରି ବାସେ। ଏହା ଅଷ୍ଟ୍ରେଲିଆ ଓ ଗ୍ରୀନ୍ଲାଣ୍ଡରୁ ଆସି ଭାରତର କ୍ଷେତ, କିଆରି ଓ ବଗିଚାରେ ଲଗା ହୋଇଛି। ଫୁଲଗୁଡ଼ିକ ଛୋଟ ଏବଂ ଫୁଲର ପାଖୁଡ଼ା ଧଳା ଓ ଟାଣୁଆଁ। ଏ ପତ୍ରରୁ ଯେଉଁ ତେଲ ବାହାରେ ତାହା ଜ୍ୱର ଓ ସଂକ୍ରାମକ ରୋଗର ବିଷନିବାରକ। ଏ ଗଛରୁ ଝୁଣା ପରି ଏକ ପ୍ରକାର ନିର୍ଯ୍ୟାସ ବହେ।]