ଜରା ଶବର Jarāȧ ṡabara

  • ସଂ. ବି — ଭାଗବତୋକ୍ତ ବ୍ୟାଧର ନାମ — Name of a hunter mentioned in the Bhāgabata
  • ସଂ. ବି — [ଦ୍ର—ଏହାର ବାଣ ଶ୍ରୀକୃଷ୍ଣଙ୍କ ପାଦରେ ବାଜିବାରୁ ଶ୍ରୀକୃଷ୍ଣ ମର ଦେହ ତ୍ୟାଗ କଲେ। ଶ୍ରୀକୃଷ୍ଣ ଅରଣ୍ୟରେ ଏକ ଆଣ୍ଠୁ ଉପରେ ଅନ୍ଯ ଗୋଡ଼ର ପାଦକୁ ରଖି ନିଦ୍ରା ଯାଇଥିଲେ। ଶ୍ରୀକୃଷ୍ନଙ୍କର ଟେକା ହୋଇଥିବା ପାଦାଗ୍ରକୁ ଜରା ମୃଗର କର୍ଣ୍ଣ ଭ୍ରମ କରି ଶର ମାରିଥିଲା।]