ଜରଦା Jaradā

  • ବୈଦେ. ବିଣ (ଫା. ଜର୍ଦା) — ପୀତ; ହଳଦିଆ — Yellow-coloured
  • ବି — ଜାଫ୍ରାନ୍ କେଶର ମିଶିଥିବା ହେତୁ ପୀତବର୍ଣ୍ଣ ମିଠା ପଲଉ ବା ଖେଚେଡ଼ି — Rice and meat cooked together and seasoned with saffron
  • ବି — (ଫା. ଜର୍ଦା) ପାନ ସଙ୍ଗେ ଖିଆ ଯିବା ସୁଗନ୍ଧି ମସଲାଯୁକ୍ତ ତମାଖୁ ପତ୍ରର ଚୂର୍ଣ୍ଣ — Scented tobacco-powder chewed with betel
  • ବି — ହଳଦିଆ ମିଠା — Yellow silk-cloth