ଜରବାଉଳା Jara-bāulā
- ଦେ. ବି (ସଂ. ଜ୍ୱର+ବାତୁଳ) — ପ୍ରବଳ ଜ୍ୱର ଜନିତ ପ୍ରଳାପ ବା ବାଉଳିଚାଉଳି ଅବସ୍ଥା — Delirium appearing during high fever
- ଦେ. ବି (ସଂ. ଜ୍ୱର+ବାତୁଳ) — ଜ୍ୱରଜନିତ ବାତୁଳତା ବା ସ୍ମରଣଶକ୍ତିର ହ୍ରାସ — Forgetfulness or loss of memory during a fit of high fever
- ଦେ. ବି (ସଂ. ଜ୍ୱର+ବାତୁଳ) — (ଯଥା—ଜରବାଉଳାରେ ତାଟିଆ କାମୁଡ଼ିବା ନ୍ଯାୟ।)
- ବିଣ. ପୁଂ — ଜ୍ୱର ହେତୁ ଯେ ବାଉଳ ଚାଉଳ ହୁଏ — Delirious owing to an attack of high fever