ଜଞ୍ଜିର Jan̄jira
- ଦେ. ବି. (ଫା. ଜରନ୍ ଜୀରା; ଜଂଜୀର୍) — ଶିକୁଳି; ଜିଞ୍ଜିରି; ଝିଞ୍ଜିରି — Chain
- ଦେ. ବି. (ଫା. ଜରନ୍ ଜୀରା; ଜଂଜୀର୍) — କବାଟରେ ଲାଗିବା ଶିକୁଳି — Door-chain
- ଦେ. ବି. (ଫା. ଜରନ୍ ଜୀରା; ଜଂଜୀର୍) — ଆଧୁନିକ ଜମି ମାପିବାର ଚେନ୍ — Surveying chain
- ଦେ. ବି. (ଫା. ଜରନ୍ ଜୀରା; ଜଂଜୀର୍) — ସ୍ତ୍ରୀମାନଙ୍କ ଜୁଡ଼ାର ଚଉଁରିଭୂଣ୍ଡିରୁ ଓହଳିଥିବା ଶିକୁଳି; ଅଳଙ୍କାରବିଶେଷ — chain hanging from the hairpin of a woman's coiffure
- ଦେ. ବି. (ଫା. ଜରନ୍ ଜୀରା; ଜଂଜୀର୍) — (କଚେରିଆ; ଲକ୍ଷଣାର୍ଥ) ପରବର୍ତ୍ତୀ ଦଲିଲ ପ୍ରଭୃତିରେ ପୂର୍ବବର୍ତ୍ତୀ କୌଣସି କାରବାରର ଉଲ୍ଲେଖ — Mention or reference to a previous transaction in a subsequent document
- ଦେ. ବି. (ଫା. ଜରନ୍ ଜୀରା; ଜଂଜୀର୍) — [ଦ୍ର—ଜଣେ ଖାତକ 1900 ସାଲରେ ମହାଜନଠାରୁ ତମସୁକଦ୍ୱାରା ଟ 100 ଙ୍କା ନେଇଥିଲା। ତାହା ପରିଶୋଧ ନ କରି ପୁଣି 1930 ସାଲରେ ହାଣ୍ଡ୍ନୋଟ୍ ଦ୍ୱାରା ଟ 25 ଙ୍କା ନେଲା। ଏପରି ସ୍ଥଳରେ ପରବର୍ତ୍ତୀ ହାଣ୍ଡ୍ନୋଟ୍ ଲେଖା ହେବାବେଳେ ପୂର୍ବବର୍ତ୍ତୀ ଅପରିଶୋଧିତ ଦେଣାର ଜଞ୍ଜିର ହାଣ୍ଡ୍ନୋଟରେ ଲେଖା ହେଲା।] — [ଦ୍ର—ଜଣେ ଖାତକ1900ସାଲରେ ମହାଜନଠାରୁ ତମସୁକଦ୍ୱାରା ଟ100ଙ୍କା ନେଇଥିଲା ତାହା ପରିଶୋଧ ନ କରି ପୁଣି1930ସାଲରେ ହାଣ୍ଡ୍ନୋଟ୍ ଦ୍ୱାରା ଟ25ଙ୍କା ନେଲା ଏପରି ସ୍ଥଳରେ ପରବର୍ତ୍ତୀ ହାଣ୍ଡ୍ନୋଟ୍ ଲେଖା ହେବାବେଳେ ପୂର୍ବବର୍ତ୍ତୀ ଅପରିଶୋଧିତ ଦେଣାର ଜଞ୍ଜିର ହାଣ୍ଡ୍ନୋଟରେ ଲେଖା ହେଲା]