ଜଞ୍ଜିରା Jan̄jirā

  • ଦେ. ବି. — ଜଞ୍ଜିର (ଦେଖ) — Jan̄jira (See)
  • ଦେ. ବି. — ସୁନା ବା ରୂପା ତାରକୁ ଗୋଲାକାର କାଢ଼ି ଉପରେ ଥରକୁଥର ଗୁଡାଇ କାଢ଼ିକୁ ବାହାର କରି ଶିଳ ଉପରେ ଶିଳପୁଆ ଗଡ଼ାଇ ଯେପରି ଚାପି ଦିଆଯାଏ ସେହିପରି ଚାପଦେଲେ ଯେଉଁ ଜାଲି ତିଆରି ହୁଏ ତାହା — A kind of filigree work woven like a rope and then pressed flat
  • ଦେ. ବି. — ଶିକୁଳି ପରି ଛନ୍ଦା ହୋଇଥିବା ସିଲାଇ — A kind of stitch resembling a chain