ଜଞ୍ଜାଳିଆ Jan̄jāḻiā

  • ଦେ. ବିଣ. ପୁଂ — ଯେ ବିଶେଷ ଜିଗର ଧରି ପ୍ରାର୍ଥନା କରେ; ଧୀଟ — Importunate; troublesome; unreasonably solicitous
  • ଦେ. ବିଣ. ପୁଂ — ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ ସେମାନଙ୍କ କଥା କଣ ଧରିବେ। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ଦେ. ବିଣ. ପୁଂ — ଝଞ୍ଜଟିଆ; ଗୋଳମାଳରେ ଜଡ଼ିତ — Complicated; confused
  • ଦେ. ବିଣ. ପୁଂ — ସଂସାରିକ ବିଷୟରେ ଜଡ଼ିତ — Beset with worldly complications
  • ଦେ. ବିଣ. ପୁଂ — ଯେ ଜଞ୍ଜାଳ ଜନ୍ମାଏ — Creating botherations
  • ଦେ. ବିଣ. ପୁଂ — କଳିହୁଡ଼ା — Quarrelsome
  • ଦେ. ବିଣ. ପୁଂ — ଯେ ଗୋଳମାଳ ଲଗାଏ — Creating complications