ଜଞ୍ଜିରପୋଲ Jan̄jira pole

  • ଦେ. ବି. — ଶକୁଳିରେ ଝୁଲା ହୋଇ ଯେଉଁ ପୋଲ ବା ସେତୁ ନଦୀ ଆଦି ପାର ହେବା ନିମନ୍ତେ ପ୍ରସ୍ତୁତ ହୋଇଥାଏ; ଝୁଲା ପୋଲ — Hanging bridge; suspended bridge; chain-bridge