ଜଞ୍ଜାଳ Jan̄jāḻa
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ଅଳିଆ; ଆବର୍ଜନା — Rubbish; sweepings; refuse matters
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ଗୋଳମାଳ; ଉତ୍ପାତ; ଗଣ୍ଡଗୋଳ — Disorder; confusion; complication
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ଝଞ୍ଜଟ୍ — Trouble; botheration
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ତୋତେ ନ ଲାଗେ ତା ଜଞ୍ଜାଳ। ଭୂପତି—ପ୍ରେମପଞ୍ଚାମୃତ।
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — କଳିକଜିଆ — Quarrels
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ସଙ୍କଟ; ବିପଦ; ଦୁର୍ଭାଗ୍ୟ — Misfortune
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ସଂସାରର ମାୟା; ବିଷୟମାୟା — Worldly tie or complications
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ଦେହ ଜଞ୍ଜାଳ ପ୍ରାୟ ଦିଶେ ପଦାର୍ଥ ମାଗିବି ମୁଁ କିସେ। ଭୂପତି—ପ୍ରେମପଞ୍ଚାମୃତ।
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ଅଳି; ଉପର୍ଯ୍ୟୁପରି ଜିଗର କରି ପ୍ରାର୍ଥନା — Importunity; repeated pressing request
- ସଂ. ବି. (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୂରଣାର୍ଥେ. ଆଳ; ଯେ ବାରମ୍ବାର ବା ଉପର୍ଯ୍ୟୁପରି ଜନ୍ନ ହୁଏ) — ଜଜାଲ (ଦେଖ) — Jajāla (See)