ଜଞ୍ଜପୂକ Jan̄japūka

  • ସଂ. ବିଣ. ପୁଂ (ଜପ୍ ଧାତୁ—ଯଙ୍ ଲୁଗନ୍ତ+କର୍ତ୍ତୃ. ଊକ) — ଯେ ସର୍ବଦା ଜପ କରେ — Always engaged in counting beads
  • ସଂ. ବିଣ. ପୁଂ (ଜପ୍ ଧାତୁ—ଯଙ୍ ଲୁଗନ୍ତ+କର୍ତ୍ତୃ. ଊକ) — ଗର୍ହିତ ଜପକାରୀ — Always counting beads for evil purposes