ଜଙ୍ଗାଲ୍ Jaṅgāl
- ଦେ. ବି. (ସଂ. ଜାଙ୍ଗୃଳ; ଫା ଜଂଗାର୍) — କବାଟ ଆଦି ରଙ୍ଗ କରିବା ନିମନ୍ତେ ତୈଳ ମିଶ୍ରିତ ରଙ୍ଗ; ତାମ୍ରଘଟିତ ଘାସବର୍ଣ୍ଣ ରଙ୍ଗ — A paint mixed with oil; verdigris; a variety of blue vitriol used for painting
- ଦେ. ବି. (ସଂ. ଜାଙ୍ଗୃଳ; ଫା ଜଂଗାର୍) — [ଦ୍ର—ଏହା ଗୋଟିଏ ବିଷ, ଏଥିରେ ତମ୍ବା, ଶଙ୍ଖୁଆ, ଗନ୍ଧକ ମିଶିଥାଏ। ତମ୍ବାଚୂର୍ଣ୍ଣକୁ ସିରକାରେ 24 ଘଣ୍ଟା ରଖିଲେ ଏ ରଙ୍ଗ ହୁଏ।] — [ଦ୍ର—ଏହା ଗୋଟିଏ ବିଷ, ଏଥିରେ ତମ୍ବା, ଶଙ୍ଖୁଆ, ଗନ୍ଧକ ମିଶିଥାଏ ତମ୍ବାଚୂର୍ଣ୍ଣକୁ ସିରକାରେ24ଘଣ୍ଟା ରଖିଲେ ଏ ରଙ୍ଗ ହୁଏ]
- ଦେ. ବି. (ସଂ. ଜାଙ୍ଗୃଳ; ଫା ଜଂଗାର୍) — ତୁତିଆ — Blue vitriol