ଜଙ୍ଗି Jaṅgi
- ବୈଦେ. ବିଣ. (ଫା. ଜଙ୍ଗ୍=ଯୁଦ୍ଧ) — ଯୁଦ୍ଧସମ୍ବନ୍ଧୀୟ — Pertaining to war
- ବୈଦେ. ବିଣ. (ଫା. ଜଙ୍ଗ୍=ଯୁଦ୍ଧ) — ସମରବିଭାଗୀୟ — Military
- ବୈଦେ. ବିଣ. (ଫା. ଜଙ୍ଗ୍=ଯୁଦ୍ଧ) — (ଯଥା—ଜଙ୍ଗିଲାଟ୍)
- ବୈଦେ. ବିଣ. (ଫା. ଜଙ୍ଗ୍=ଯୁଦ୍ଧ) — ପରାକ୍ରମୀ; ମହାବଳ — Very strong; indomitable
- ପ୍ରାଦେ. (ସମ୍ବଲପୁର) ବିଣ — ସୁଦୀର୍ଘ; ବୃହତ୍ — Big; large
- ପ୍ରାଦେ. (ସମ୍ବଲପୁର) ବିଣ — (ଯଥା—ଜଙ୍ଗି ରିପୋର୍ଟ।)