ଜଙ୍ଗାଳା Jaṅghāḻā

  • ଦେ. ବି — ପ୍ରାଚୀନ କାଳରେ ଭାରତବାସୀଙ୍କ ଦ୍ୱାରା ବ୍ଯବହୃତ ଅର୍ଣ୍ଣବପୋତବିଶେଷ — A kind of ship used in ancient India
  • ଦେ. ବି — [ଦ୍ର—ଭୋଜରାଜଙ୍କ ପ୍ରଣୀତ 'ଯୁକ୍ତିକଳ୍ପତରୁ' ଗ୍ରନ୍ଥରେ ଏଥିର ଉଲ୍ଲେଖ ଅଛି—ଜଗବନ୍ଧୁ ପ୍ରାଚୀନ ଉତ୍କଳ।]