ଜଙ୍ଗଲି Jaṅgali

  • ଦେ. ବିଣ — ଅସଭ୍ୟ — Uncivilised; untamed
  • ଦେ. ବିଣ — ବନ୍ୟ — Wild; sylvan
  • ଦେ. ବିଣ — ଓଲୁ; ନିର୍ବୋଧ — Stupid; foolish; dunce
  • ଦେ. ବିଣ — ଜଙ୍ଗଲରେ ଜାତ ବା ପ୍ରାପ୍ତ — Available or growing on the forest; jungly
  • ଦେ. ବିଣ — [ଦ୍ର— 1 । ଏ ଶବ୍ଦ ଇଂରାଜିରେ ମଧ୍ୟ ବ୍ଯବହୃତ ହୁଏ। ଏ ବୃକ୍ଷ ଭାରତବର୍ଷର ପଶ୍ଚିମଘାଟର ପାହାଡ଼, ବ୍ରହ୍ମଦେଶ ମାର୍ଟାବନ୍, ଟେନାଇସେରିମ ଓ ସିଂହଳର ଅରଣ୍ୟରେ ଜନ୍ନେ। ଏ ଗଛରୁ ଏକ ପ୍ରକାର ଆଠା (ଗୋନ୍ଦ) ବାହାରେ। ଏ ଗଛ ଫଗୁଣ ମାସରେ ଫୁଲ ଧରେ। ଫୁଲରୁ କଡ଼ା ଦୁର୍ଗନ୍ଧ ବାହାରେ। ଏ ଗଛର ଫଳକୁ ସିଝାଇ ଏକ ପ୍ରକାର ତୈଳ ବାହାର କରାଯାଏ। ଗରିବ ଲୋକେ ଦୁର୍ଭିକ୍ଷ ସମୟରେ ଏ ଫଳକୁ ଭାଜି କରି ଖାଆନ୍ତି। ପତ୍ର ଓ ଫଳ ଔଷଧରେ ଲାଗେ। ଏହାକୁ ପୁନ୍ ବା ପିନାର୍ କହନ୍ତି। — [ଦ୍ର—1 ଏ ଶବ୍ଦ ଇଂରାଜିରେ ମଧ୍ୟ ବ୍ଯବହୃତ ହୁଏ ଏ ବୃକ୍ଷ ଭାରତବର୍ଷର ପଶ୍ଚିମଘାଟର ପାହାଡ଼, ବ୍ରହ୍ମଦେଶ ମାର୍ଟାବନ୍, ଟେନାଇସେରିମ ଓ ସିଂହଳର ଅରଣ୍ୟରେ ଜନ୍ନେ ଏ ଗଛରୁ ଏକ ପ୍ରକାର ଆଠା (ଗୋନ୍ଦ) ବାହାରେ ଏ ଗଛ ଫଗୁଣ ମାସରେ ଫୁଲ ଧରେ ଫୁଲରୁ କଡ଼ା ଦୁର୍ଗନ୍ଧ ବାହାରେ ଏ ଗଛର ଫଳକୁ ସିଝାଇ ଏକ ପ୍ରକାର ତୈଳ ବାହାର କରାଯାଏ ଗରିବ ଲୋକେ ଦୁର୍ଭିକ୍ଷ ସମୟରେ ଏ ଫଳକୁ ଭାଜି କରି ଖାଆନ୍ତି ପତ୍ର ଓ ଫଳ ଔଷଧରେ ଲାଗେ ଏହାକୁ ପୁନ୍ ବା ପିନାର୍ କହନ୍ତି
  • ଦେ. ବିଣ — ଆଉ ଏକ ପ୍ରକାର ହରିଡ଼ା ଜାତୀୟ ବନ୍ୟ ଗଛକୁ ଜଙ୍ଗଲୀ ବାଦାମ କହନ୍ତି। ଏହା ଆଣ୍ଡାମାନ୍ ଓ ବ୍ରହ୍ମଦେଶରେ ଜନ୍ନେ—ଏ ଗଛରୁ ଅଠା (ଗୋନ୍ଦ) ଓ ଫଳରୁ ତେଲ ବାହାରେ। ଏହାର ପତ୍ର କଷାଳିଆ ଓ ଚମଡ଼ା କଷିବାରେ ବ୍ଯବହୃତ ହୁଏ। ଏ ମଞ୍ଜିର ଶଷ ବାଦାମ ମଞ୍ଜି ପରି ଲୋକେ ଖାଆନ୍ତି ଓ ପିଡ଼ିଆକୁ ଘୁଷୁରିଙ୍କୁ ଖୁଆନ୍ତି। ଏଥିର ଛାଲ, ପତ୍ର, ବୀଜ ଓ ତେଲ ଓଷଧରେ ଲାଗେ। ଏହାର ପତ୍ରକୁ ରେସମ ପୋକ ମଧ୍ୟ ଖାଆନ୍ତି। ହି. ଶବ୍ଦସାଗର]