ଜଙ୍ଗଲ Jaṅgala

  • ଦେ. ବି — ନିବିଡ଼ି ଅରଣ୍ୟ — Dense forest
  • ଦେ. ବି — ଅରମା; ଯେଉଁ ସ୍ଥାନରେ ଲତା ଗୁଳ୍ମାଦି ବଢ଼ିଥାଏ — A place overgrown with wild plants and creepers
  • ଦେ. ବି — [ଦ୍ର—ସଂସ୍କୃତ ଭାଷାରେ ଜଙ୍ଗଲ ଶବ୍ଦର ଅର୍ଥର 'ବନ' ବା 'ଅରଣ୍ୟ' ମାତ୍ର ଓଡ଼ିଆ ଭାଷାରେ 'ନିବିଡ଼ବନ' ଅର୍ଥରେ ଓ 'ଅରମା ସ୍ଥାନ' ଅର୍ଥରେ ଏହି ଶଦ୍ଦ ପ୍ରଯୁକ୍ତ ହୁଏ।]