ଜଙ୍ଗିଲାଟ Jaṅgilāṭa

  • ଦେ. ବି. (ଫା. ଜଙ୍ଗ୍=ଯୁଦ୍ଧ) — ଭାରତୀୟ ସୈନ୍ୟଙ୍କର ପ୍ରଧାନ ସେନାପତି — Honourable, the commander-in-chief of the Indian army