ଜଗୁଆଳି Jaguāḻi

  • ଦେ. ବି — ପହରାବାଲା — Guard; watchman
  • ଦେ. ବି — ଗୋଡ଼ ମୁଦି ଅଗୁଆଳି, କଥାଏ ଦି କଥା କହିଦିଅନ୍ତି, ସାଙ୍ଗେ ସାଙ୍ଗେ ଜଗୁଆଳି—ଢଗ।
  • ଦେ. ବି — ଗୋରୁ ରଖୁଆଳ — Herdsman; a keeper of cattle etc
  • ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମର ଶୂଦ୍ର ଜାତିବିଶେଷ — A caste of ṡūdras in the district of Ganjam