ଜଗିରଖି Jagirakhi
- ଦେ. କ୍ରି. ବିଣ. (ଜଗିବା ଓ ରଖିବା କ୍ରିୟାର ଅସାମାପିକା ରୂପଦ୍ୱୟ ସହଚରରୂପେ ବ୍ଯବହୃତ ହୁଏ) — ଖୁବ ସାବଧାନତା ଓ ସଂଯମ ଅବଲମ୍ବନ ପୂର୍ବକ — With utmost care or caution
- ଦେ. କ୍ରି. ବିଣ. (ଜଗିବା ଓ ରଖିବା କ୍ରିୟାର ଅସାମାପିକା ରୂପଦ୍ୱୟ ସହଚରରୂପେ ବ୍ଯବହୃତ ହୁଏ) — (ଯଥା— ଜଗି ରଖି ଖରଚ କଲେ ମନୁଷ୍ୟ କଙ୍ଗାଳ ହୁଏ ନାହିଁ।)