ଜଗୁପ୍ସକ Jugupsaka

  • ସଂ. ବିଣ. ପୁଂ (ଗୁପ୍ ଧାତୁ ନିନ୍ଦାକରିବା+ସ୍ୱାର୍ଥେ ସନ+ଅକ) — ନିନ୍ଦାକାରୀ; କୁତ୍ସାକାରୀ — Speaking evil of another; blaspheming
  • ସଂ. ବିଣ. ପୁଂ (ଗୁପ୍ ଧାତୁ ନିନ୍ଦାକରିବା+ସ୍ୱାର୍ଥେ ସନ+ଅକ) — ଘୃଣାକାରୀ — Detesting