ଜଗିବସିବା Jagibasibā

  • ଦେ. କ୍ରି — ଅତି ସାବଧାନତାପୂର୍ବକ ଜଗିବା — To keep a vigilant watch
  • ଦେ. କ୍ରି — ଅହରହଃ ଅପେକ୍ଷା କରି ରହିବା — To keep waiting day and night