ଜଗୁସାଇଁ Jagusāiñ

  • ଦେ. ବି. (ସଂ. ଜଗତ୍+ସ୍ୱାମୀ) — ଜଗନ୍ନାଥ — The Deity Jagannātha
  • ଦେ. ବି. (ସଂ. ଜଗତ୍+ସ୍ୱାମୀ) — ଗରୁଡ଼ ପଛରେ ଥାଇ, ଦେଖି ନରେ ଜଗୁସାଇଁ ନାଶ କର ମନତାପ, କହେ ପ୍ରତାପ ଯେ। ପ୍ରତାପ, ଶଶିଶେଣା।