ଛୋଟାଇବା Chhoṭāibā
- ଦେ. କ୍ରି. (ଅର୍କମକ) — ଲେଙ୍ଗଡ଼ା ହୋଇ ଚାଲିବା — To limp (with a defective leg)
- ଦେ. କ୍ରି. (ଅର୍କମକ) — (ସକର୍ମକ) କ୍ଷୁଦ୍ର କରିଦେବା; ଛୋଟ କରି ଦେବା — To shorten; to lessen
- ଦେ. କ୍ରି. (ଅର୍କମକ) — (ସକର୍ମକ) କୌଣସି ବ୍ଯକ୍ତିକୁ ଲେଙ୍ଗଡ଼ା କରିବା — To maim an animal