ଛୋଟହାଜିରୀ Chhoṭahājirī

  • ଦେ. ବି — ଭାରତରେ ରହିବା ସାହେବ ଓ ସାହେବଙ୍କ ରୀତି ଅନୁକରଣକାରୀ ଭାରତୀୟମାନଙ୍କର ପ୍ରାତର୍ଭୋଜନ — Break-fast
  • ଦେ. ବି — [ଦ୍ର—ଏଥିରେ ଚାହା, ଟୋଷ୍ଟ୍ ବା ବିସ୍କୁଟ ଓ ଡିମ୍ବ ଆଦି ଖିଆଯାଏ।]