ଛୋଟନଜର Chhoṭanajara

  • ଦେ. ବି (ସଂ. କ୍ଷୁଦ୍ର+ଫା. ନଜର) — ହୀନଦୃଷ୍ଟି; ଉଦାରହୀନ ଦୃଷ୍ଟି; କୃପଣତାମିଶ୍ରିତ ଦୃଷ୍ଟି — Illiberal views
  • ଦେ. ବିଣ — ହୀନଚେତା (ବ୍ଯକ୍ତି) — Mean minded
  • ଦେ. ବିଣ — କୃପଣ — Miserly