ଛୋଟଦିନ Chhoṭdina
- ଦେ. ବି — ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଯୋଗୁଁ ଯେଉଁ ସମୟରେ ଦିନମାନର ପରିମାଣ ଅଳ୍ପ ହୁଏ; ଶୀତ— କାଳର ଦିବସ — The smallest day in the year in December 22nd or 23rd
- ଦେ. ବି — [ଦ୍ର—ଡିସେମ୍ବର 22 ବା 23 ତାରିଖ ଦିନଟି ବର୍ଷଯାକରେ ସାନ ଓ ରାତିଟି ବଡ଼ ହୁଏ।] — [ଦ୍ର—ଡିସେମ୍ବର22ବା23ତାରିଖ ଦିନଟି ବର୍ଷଯାକରେ ସାନ ଓ ରାତିଟି ବଡ଼ ହୁଏ]
- ଦେ. ବି — ଅପ୍ରେଲ ମାସର ଗୁଡ଼୍ଫ୍ରାଇଡେ ଓ ଇଷ୍ଟର୍ଡେ ଯାହା କି ଖ୍ରୀଷ୍ଟିଆନ୍ମାନଙ୍କର ପର୍ବଦିନ — Good Friday and Easter day
- ଦେ. ବି — [ଦ୍ର—ଲୋକେ ସାଧାରଣତଃ ଖ୍ରୀଷ୍ଟମସ୍କୁ ବଡ଼ଦିନ ଓ ଗୁଡ଼୍— ଫ୍ରାଇଡେକୁ ଛୋଟଦିନ କହିଥାନ୍ତି।]