ଛୋଟିକା Chhoṭikā

  • ସଂ. ବି. ସ୍ତ୍ରୀ (ଛୁଟ୍ ଧାତୁ=ଛେଦନ କରିବା+କର୍ତ୍ତୃ. ଅକ +ସ୍ତ୍ରୀ. ଆ) — ହାତର ଅଙ୍ଗୁଳିଦ୍ୱାରା କରାଯିବା ଧ୍ୱନି; ଆଙ୍ଗୁଠିଦ୍ୱାରା ଫୁଟକୀ — A snapping sound made by the fingers